29.1 C
Bhubaneswar
Saturday, April 27, 2024
Homeଓଡିଶାବାବଲପୁରରେ ସାର୍ବଜନୀନ ଶାରଦୀୟ ଦୂର୍ଗାଙ୍କ ଦଶମୀ ବିହୀତ ପୂଜା ଓ ସୋମନାଥ ଵ୍ରତ ସମାପନ

ବାବଲପୁରରେ ସାର୍ବଜନୀନ ଶାରଦୀୟ ଦୂର୍ଗାଙ୍କ ଦଶମୀ ବିହୀତ ପୂଜା ଓ ସୋମନାଥ ଵ୍ରତ ସମାପନ

ଯାଜପୁର: ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ନନ୍ଦୀପୁର ପଞ୍ଚାୟତସ୍ଥିତ ବାବଲପୁରସ୍ଥ ସାର୍ବଜନୀନ ଶାରଦୀୟ ଦୂର୍ଗାପୂଜା ୩୬ତମ ବର୍ଷରେ ପଦାର୍ପଣ କରିଛି।କୋଭିଡ ନିୟମାନୁଯାୟୀ ସାଧାରଣରେ ସାମାଜିକ ଦୂରତା ରକ୍ଷା ସହ ଏହିପୂଜା ପାଳନ କରାଯାଉଥିବାର ଦେଖିବାକୁ ମିଳିଛି।ଆଜି ମାଆଙ୍କ ପୀଠରେ ଦଶମୀ ବିହୀତ ଵୋଧିନି କଳ୍ପରେ ଅପରାଜିତା ପୂଜା,ସୋମନାଥ ଵ୍ରତ, ଆଦି କରାଯାଇ ପୂଜା ସମାପନ କରାଯାଇଥିବାର ଦେଖିବାକୁ ମିଳିଛି। କର୍ତ୍ତା ଭାବେ ବୈଷ୍ଣବ ସେବକ କ୍ଷୀରୋଦ ଚନ୍ଦ୍ର ଦାସ,ପୂର୍ଣ୍ଣ ଚନ୍ଦ୍ର ଦାଶ,ପୂଜକ ଶ୍ରୀ ଗଣେଶ ଚନ୍ଦ୍ର ପାଠୀ,ଦିବାକର ପାଠୀ,ରବିନାରାୟଣ ପଣ୍ଡା,କର୍ମକର୍ତ୍ତା ଭାବେ ବୈଷ୍ଣବ ସେବାଧିକାରୀ ଦୀନଦୟାଲ ଦାଶ,କିଶୋର ଚନ୍ଦ୍ର ଦାସ,ଉମାକାନ୍ତ ଜେନା,ପଞ୍ଚାନନ ବେହେରା, ରବିନାରାୟଣ ସାହୁ ଆଦି ଏହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking