30.1 C
Bhubaneswar
Wednesday, May 1, 2024
Homeଓଡିଶାନନ୍ଦପୁର ବ୍ଲକର ଅତଣ୍ଡା ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ବିଶ୍ୱ ମୃତ୍ତିକା ଦିବସ ପାଳନ

ନନ୍ଦପୁର ବ୍ଲକର ଅତଣ୍ଡା ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ବିଶ୍ୱ ମୃତ୍ତିକା ଦିବସ ପାଳନ

କୋରପୁଟ : ଜିଲ୍ଲାର ଅତଣ୍ଡା ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ବିଶ୍ୱ ମୃତ୍ତିକା ଦିବସ ପାଳନ ହୋଇଯାଇଛି।ଉକ୍ତ ବୈଠକରେ ପୂର୍ବତନ ଜିଲାପରିଷଦ କାର୍ତିକ ଖେମୁଣ୍ଡୁଙ୍କ ସଭାପତିତ୍ୱ ରେ କ୍ରଯ୍ୟକ୍ରମ ଅନୁଷ୍ଠିତ କୋରାଯାଥିବାବେଳେ କେବଳ ରାସାୟନିକ ସାର ପ୍ରୟୋଗ ନକରି ଜୈବିକ ସାର ବ୍ୟବହାର କରି ମାଟି ଉର୍ବରତା ବଜାଇ ରଖିବା ପାଇଁ ଚାଷୀ ମାନଙ୍କୁ ଭୁବନେଶ୍ୱର ରୁ ଆସିଥିବା ରାସାୟନିକ ବିତପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking