39.8 C
Bhubaneswar
Thursday, April 18, 2024
HomeUncategorizedଅନଲାଇନରେ ଅବଢା ବିକ୍ରି ଅଭିଯୋଗ

ଅନଲାଇନରେ ଅବଢା ବିକ୍ରି ଅଭିଯୋଗ

ଭୁବନେଶ୍ୱର: ଅନଲାଇନରେ ଲିଙ୍ଗରାଜ ଓ ଅନନ୍ତ ବାସୁଦେବଙ୍କ ଅବଢା ବିକ୍ରି ଅଭିଯୋଗ ପ୍ରସଙ୍ଗ । ଲିଙ୍ଗପାଜ ଥାନାରେ ସଂପୃକ୍ତ ସଂସ୍ଥା ନାଁରେ ବ୍ରାହ୍ମଣ ନିଯୋଗ ସମିତି ଅଭିଯୋଗ କରିଛି । ଅବଢାର ସମ୍ମାନହାନୀ ଅଭିଯୋଗ ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ ହୋଇଛି । କିଛି ଦିନ ତଳେ ସୋ କୁଇକ୍ ନାମକ ଏକ ସଂସ୍ଥା ମହାପ୍ରସାଦ ବିକ୍ରି କରୁଥିବା ନେଇ ଆସିଥିଲା ଅଭିଯୋଗ। ସୋ କୁଇକ୍ (So Quick) ନାମକ ସଂସ୍ଥା ପକ୍ଷରୁ ନିଜ ବିଜ୍ଞାପନରେ ମହାପ୍ରଭୁଙ୍କ ମହାପ୍ରସାଦର ସମସ୍ତ ପ୍ରକାରର ବ୍ୟଞ୍ଜନ ର ଫଟୋଚିତ୍ର ପ୍ରଦର୍ଶିତ କରିଥିଲା। ଏହା ସହିତ ଶୁଖିଲା ପ୍ରସାଦ ସହ  ମହାପ୍ରସାଦର ଦର ଉଲ୍ଲେଖ ରହିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking