30.1 C
Bhubaneswar
Saturday, April 27, 2024
Homeକରୋନାକୋଭାକ୍ସିନକୁ 'ହୁ' ର ମଂଜୁରୀ

କୋଭାକ୍ସିନକୁ ‘ହୁ’ ର ମଂଜୁରୀ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟେକ୍ନିକାଲ ଆଡଭାଇଜରି ଗ୍ରୁପ ଭାରତ ବାୟୋଟେକର କୋଭିଡ ୧୯ ଟିକା କୋଭାକ୍ସିନ କୁ ଜରୁରୀକାଳିନୀ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । କୋଭାକ୍ସିନକୁ ‘ହୁ’ ର ମଂଜୁରୀ ମିଳିବା ପରେ ଭ୍ୟାକ୍ସିନ ନେଇଥିବା ବ୍ୟକ୍ତି ବିନା ବାଧାରେ ବିଦେଶ ଯାତ୍ରା କରିପାରିବେ ।
ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି ୨୦ ବୈଠକ ମଧ୍ୟରେ କୋଭାକ୍ସିନକୁ ମଂଜୁରୀ ଦେବା ନେଇ ଦାବି କରିଥିଲେ । କୋଭାକ୍ସିନ କୋଭିଡ ୧୯ ବିରୋଧରେ ୭୭.୮ ପ୍ରତିଶତ ପ୍ରଭାବଶାଳୀ  ଓ ଭାଇରସର ନୂଆ ଡେଲଟା ସ୍ୱରୂପ ବିରୋଧରେ ୬୫.୨ ପ୍ରତିଶତ ପ୍ରଭାବଶାଳୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking