28.1 C
Bhubaneswar
Thursday, March 28, 2024
Homeଓଡିଶାବିଜେଡି ଛାଡିଲେ ସଂଜୀବ ସାହୁ

ବିଜେଡି ଛାଡିଲେ ସଂଜୀବ ସାହୁ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ । ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ଇସ୍ତଫା ଦେଇଛନ୍ତି । ନିଜ ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ସେ ପଠାଇଛନ୍ତି । ବିଜେଡିରୁ ମୋଟ ୪ ଥର ବିଧାୟକ ଭାବେ ସଂଜୀବ ଜିତିଥିଲେ । ବୀରମହାରାଜପୁରରୁ ୨ ଥର ଓ ଆଠମଲ୍ଲିକରୁ ୨ ଥର ଜିତିଥିଲେ । ଗତ ନିର୍ବାଚନରେ ସଂଜୀବଙ୍କୁ ଟିକେଟ ଦେଇନଥିଲା ବିଜେଡି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking