29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶ୫ମ ପର୍ଯ୍ୟାୟରେ ଲଢୁଛନ୍ତି ୩୧୯ ପ୍ରାର୍ଥୀ

୫ମ ପର୍ଯ୍ୟାୟରେ ଲଢୁଛନ୍ତି ୩୧୯ ପ୍ରାର୍ଥୀ

ନୂଆଦିଲ୍ଲୀ: ସରକାରୀ ଚାକିରୀ କରିବା ପାଇଁ ଯଦିଓ ଯୋଗ୍ୟତା ଦରକାର ମାତ୍ର ସରକାର ଚଲାଇବା ପାଇଁ କୌଣସି ବ୍ୟକ୍ତିଙ୍କ ପାଖରେ ଡିଗ୍ରୀ ରହିବା ଜରୁରୀ ନୁହେଁ । କାରଣ ନିରକ୍ଷର ଥିବା ଲୋକେ ବି ଭାଗ୍ୟ ବଦଳାଇଥାନ୍ତି । ବିଜୟ ଲାଭ କରିବା ପରେ ନେତା, ପ୍ରଦେଶ ଓ ଦେଶର ଭାଗ୍ୟ ବିଧାତା ବନିଯାନ୍ତି । ବଙ୍ଗଳାରେ ୫ମ ପର୍ଯ୍ୟାୟ ନିର୍ବାଚନ ପାଇଁ ହେବାକୁ ଥିବା ନିର୍ବାଚନରେ ୨ ପ୍ରାର୍ଥୀ ଏମିତି ଅଛନ୍ତି, ଯିଏ କହିଛନ୍ତି ସେ ନିରକ୍ଷର । ଅର୍ଥାତ ସେ ପଢା ଲେଖା କିଛି ବି ଜାଣନ୍ତିନି । ୬ ଜଣ ନିର୍ବାଚନ ଆୟୋଗଙ୍କୁ ଶପଥ ପତ୍ର ଦେଇ କହିଛନ୍ତି ଯେ, ସେମାନେ ସ୍ୱାକ୍ଷର । ଏଡିଆର ରିପୋର୍ଟ କୁହେ ଯେ, ବଙ୍ଗଳା ନିର୍ବାଚନ ୨୦୨୧ର ୫ମ ପର୍ଯ୍ୟାୟରେ ୧୨୫ ଏମିତି ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି, ଯାହାର ଶିକ୍ଷାଗତ ଯୋଗ୍ୟତା ୫ମରୁ ଦ୍ୱାଦଶ ବୋଲି ଜଣାପଡିଛି । ୩୯ ପ୍ରତିଶତ କେବେ କଲିଜ ମାଟି ମଧ୍ୟ ମାଡିନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking