30.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଟିକାକରଣ ପାଇଁ ଆମେ ପ୍ରସ୍ତୁତ

ଟିକାକରଣ ପାଇଁ ଆମେ ପ୍ରସ୍ତୁତ

ଭୁବନେଶ୍ୱର,(ଓଏନଏ): ଟିକାକରଣ ପ୍ରକ୍ରିୟା କିଛି ନୂଆ କଥା ନୁହେଁ କହିଲେ ଡିଏମଇଟି । ୧୯୮୫ ମସିହାରୁ ଆମେ ଟିକାକରଣ କରି ଆସିଛୁ ବୋଲି ଡିଏମଇଟି କହିଛନ୍ତି । କରୋନା ଟିକାକରଣ ସେହି ପ୍ରକ୍ରିୟାର ପୁନରାବୃତ୍ତି । ଟିକା କଲେକ୍ସନ ହେବ, ଟ୍ରାନ୍ସପୋର୍ଟେସନ ହେବ ତା ପରେ ଦିଆଯିବ । ଏହି ପଦ୍ଧତିରେ ଆଗରୁ ମଧ୍ୟ ଟିକାକରଣ ହୋଇଛି ବୋଲି ସିବିକେ ମହାନ୍ତି କହିଛନ୍ତି । କେବଳ ନୂଆ ହେଉଛି କୋ-ୱିନ୍ ମାଧ୍ୟମରେ ପଂଜିକରଣ । ସବୁଦିନ ଗାଇଡଲାଇନ ଚେଂଜ ହେଉଛି । ଆମେ ସେଥିପାଇଁ ପ୍ରସ୍ତୁତ ଅଛୁ । ଆଜି ସନ୍ଧ୍ୟା ସୁଦ୍ଧା ମେସେଜ ଯିବ, କାଲିଠୁ ସୂଚାରୁ ରୂପେ ଚାଲିବ ବୋଲି ଆଶା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking