32.1 C
Bhubaneswar
Friday, April 26, 2024
Homeଓଡିଶାସାନିଟାଇଜ ପାଇଁ ୩ ଦିନ ଭିସୁଟ ବନ୍ଦ

ସାନିଟାଇଜ ପାଇଁ ୩ ଦିନ ଭିସୁଟ ବନ୍ଦ

ଭୁବନେଶ୍ୱର: ଆସନ୍ତା ୧୨ ତାରିଖ ସୋମବାର ସହ ୩ ଦିନ ବୁର୍ଲା ଭିସୁଟ ବନ୍ଦ ରହିବ ବୋଲି ସୂଚନା ମିଳିଛି । ପୂର୍ବ ଛୁଟି ଘୋଷଣା ମୁତାବକ ଶନିବାର ଓ ରବିବାର ମଧ୍ୟ ଭିସୁଟ ବନ୍ଦ ରହିବ । କରୋନା ସଂକ୍ରମଣ ଦୂର ପାଇଁ ଭିସୁଟ୍ ପରିସରକୁ ସାନିଟାଇଜ କରାଯିବ ବୋଲି ସୂଚନା ମିଳିଛି । ମୋଟ ୩ ଦିନ ପାଇଁ ଭିସୁଟ ବନ୍ଦ ରହିବା ନେଇ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଏବେ ଦେସ ସମେତ ରାଜ୍ୟରେ ସଂକ୍ରମଣ ଜାରି ରହିଛି । ଏଥିରେ ବ୍ରେକ ଲାଗିପାରୁନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking