ଦିନକରେ ୭୩,୨୭୨ ଆକ୍ରାନ୍ତ; ୯୨୬ ମୃତ

ନୂଆଦିଲ୍ଲୀ: ବିଶ୍ୱ ସମେତ ଦେଶରେ କରୋନା କାୟା ବିସ୍ତାର ଜାରି ରହିଥିବା ବେଳେ ଦେଶରେ ଏବେ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୭ ହଜାର ୪୧୬କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୯ ଲକ୍ଷ ୭୯ ହଜାର ୪୨୪କୁ ବୃଦ୍ଧି ପାଇଛି । ଗୋଟିଏ ଦିନରେ ୭୩,୨୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୨୬ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ଟିଭ କେସ ୮,୮୩, ୧୮୫ ରହିବା ସହ ସୁସ୍ଥଙ୍କ ସଂଖ୍ୟା ୫୯,୮୮,୮୨୨ ରେ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here