38.1 C
Bhubaneswar
Friday, April 26, 2024
HomeUncategorizedଦିବ୍ୟାଙ୍ଗଙ୍କ ସହ ସେଲଫି ନେଲେ ମୋଦି

ଦିବ୍ୟାଙ୍ଗଙ୍କ ସହ ସେଲଫି ନେଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପ୍ରୟାଗରାଜରେ ଆୟୋଜିତ ଏକ ଶିବିରରେ ଦିବ୍ୟାଙ୍ଗ ପିଲାଙ୍କୁ ସ୍ମାର୍ଟ ଫୋନ ଉପହାର ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ବିବେକମଣି ତ୍ରିପାଠୀ ନାମରେ ଜଣେ ଦିବ୍ୟାଙ୍ଗଙ୍କୁ ମୋଦି ସ୍ମାର୍ଟ ଫୋନ୍ ଦେଇଥିଲେ । ପରେ ସେହି ଦିବ୍ୟାଙ୍ଗ ଜଣକ ଫୋନ ପାଇବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେଲଫି ନେବା ପାଇଁ ପଛେଇ ନଥିଲେ । ଏହା ପୂର୍ବରୁ ମୋଦି ପ୍ରାୟ ୨୭ ହଜାର ଦିବ୍ୟାଙ୍ଗଙ୍କ ପାଇଁ ଉପକରଣ ବାଂଟିଥିଲେ । ଏହି ସମୟରେ ମୋଦି କହିଥିଲେ ଯେ, ପୂର୍ବରୁ ଯେଉଁ ସରକାର ଥିଲେ ସେ ପାଂଚ ବର୍ଷ ଭିତରେ ୩୮୦ କୋଟି ଟଙ୍କାରୁ ବି କମ ଉପକରଣ ବାଂଟିଥିଲେ । ହେଲେ ଆମ ସରକାର ୯୦୦ କୋଟିରୁ ଉର୍ଦ୍ଧ ଟଙ୍କାର ଉପକରଣ ବାଂଟିଛନ୍ତି ।
 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking