25.1 C
Bhubaneswar
Thursday, May 9, 2024
Homeଓଡିଶାବିଭିନ୍ନ ଦାବି ପୂରଣ ନିମନ୍ତେ BRPL କମ୍ପାନୀ ବିରୁଦ୍ଧରେ ସ୍ଥାନୀୟ ଗାଡି ମାଲିକଙ୍କ ତରଫରୁ କମ୍ପାନୀ...

ବିଭିନ୍ନ ଦାବି ପୂରଣ ନିମନ୍ତେ BRPL କମ୍ପାନୀ ବିରୁଦ୍ଧରେ ସ୍ଥାନୀୟ ଗାଡି ମାଲିକଙ୍କ ତରଫରୁ କମ୍ପାନୀ ଓ ସ୍ଥାନୀୟ ଥାନାରେ ଦାବି ପତ୍ର ପ୍ରଦାନ 

ଯାଜପୁର (ଓଏନଏ) : ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଅଞ୍ଚଳ ଥିବା ବି ଆର ପି ଏଲ (-BRPL)କମ୍ପାନୀ ପରିବହନ କ୍ଷେତ୍ର ରେ ଟାଲ ଟୁଲୁ ନୀତି ଅବଲମ୍ବନ କରୁ ଥିବା ରୁ ସ୍ଥାନୀୟ ଗାଡି ମାଲିକ ମଧ୍ୟ ରେ ଆଶୋନ୍ତୋଷ ପ୍ରକାଶ ପାଇ ଛି ଏ ସମ୍ପର୍କ ରେ କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ବାରମ୍ବାର ଅବଗତ କଲେ ସୁଫଳ ମିଳୁନି l ପରିବହନ ବର୍ଦ୍ଧିତ ଭଡା ଓ ସ୍ଥାନୀୟ ଗାଡିକୁ ଅଗ୍ରାଧିକାର ଭିତ୍ତିରେ ଲୋଡିଙ୍ଗ ବ୍ୟବସ୍ଥା ନିମନ୍ତେ ବି ଆର ପି ଏଲ (BRPL )ଗେଟ ସଂମୁଖରେ ଅର୍ଥନୈତିକ ଅବରୋଧ ନିମନ୍ତେ କଳିଙ୍ଗନଗର ଥାନା ଓ ବି ଆର ପି ଏଲ (BRPL )କମ୍ପାନୀ ରେ ଦାବି ପତ୍ର ପ୍ରଦାନ କରିଛନ୍ତି ସ୍ଥାନୀୟ ଗାଡି ମାଲିକ ।

କଳିଙ୍ଗନଗର ଶିଳ୍ପ ଅଞ୍ଚଳର ଗାଡି ମାଲିକଙ୍କ ତରଫରୁ ବିଭିନ୍ନ ଦାବି ନେଇ 28/6/2021ରେ BRPL କମ୍ପାନୀ କତ୍ତୃପକ୍ଷଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା ପରେ ପୁନର୍ବାର 3 /7/2021 ଦିନ ସମସ୍ୟାର ସମାଧାନ ନିମନ୍ତେ ଗାଡି ମାଲିକ ମନେ କଳିଙ୍ଗନଗର ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ ଦାସଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିବା ପରେ 4ଦିନ ବିତିଯାଇଥିଲେ ମଧ୍ୟ କମ୍ପାନୀ କିମ୍ବା ପ୍ରଶାସନ ତରଫରୁ କୌଣସି ସମାଧାନ ନିମନ୍ତେ ପଦକ୍ଷପ ନିଆଯାଇନଥିବାରୁ ଆଜି ସ୍ଥାନୀୟ ଗାଡି ମାଲିକଙ୍କ ତରଫରୁ ପୁନର୍ବାର ସମସ୍ୟାର ସମାଧାନ ନିମନ୍ତେ ଲିଖିତ ଅଭିଯୋଗ ବାର୍ତ୍ତା ଦିଆଯାଇଥିବା ବେଳେ । ଦାବି ପୂରଣ ନହେଲେ ଗାଡି ମାଲିକ ମାନେ କୋଭିଡ କଟକଣାକୁମାନି 12/7/2021 ରିଖ ସୋମବାର ଦିନ ବି ଆର ପି ଏଲ (BRPL )କମ୍ପାନୀ ଗେଟ ସଂମୁଖରେ ଅର୍ଥନୈତିକ ଅବରୋଧ କରିବା ପାଇଁ କମ୍ପାନୀକୁ ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking