28.1 C
Bhubaneswar
Friday, May 3, 2024
Homeଓଡିଶାଉପେନ୍ଦ୍ର ତ୍ରିପାଠୀ ଆଦର୍ଶ ସ୍କୁଲ ଉପଦେଷ୍ଟା

ଉପେନ୍ଦ୍ର ତ୍ରିପାଠୀ ଆଦର୍ଶ ସ୍କୁଲ ଉପଦେଷ୍ଟା

ଭୁବନେଶ୍ୱର: ଉପେନ୍ଦ୍ର ତ୍ରିପାଠୀ ଆଦର୍ଶ ବିଦ୍ୟାଳୟ ସଂଗଠନ ଉପଦେଷ୍ଟା ହଇଛନ୍ତି । କର୍ଣ୍ଣାଟକ କ୍ୟାଡର ଅବସରପ୍ରାପ୍ତ ଆଇଏଏସ ହେଉଛନ୍ତି ଉପେନ୍ଦ୍ର ତ୍ରିପାଠୀ । ଉପଦେଷ୍ଟା ସହିତ ପରିଚାଳନା କମିଟି ଅଧ୍ୟକ୍ଷ ମଧ୍ୟ ଉପେନ୍ଦ୍ର ରହିବେ । ଉପେନ୍ଦ୍ରଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମଧ୍ୟ ମିଳିବ ।

ଭାରତୀୟ ଦିବ୍ୟାଙ୍ଗ କ୍ରିକେଟ ଦଳରେ ସ୍ଥାନ ପାଇଲେ ଜଗ୍‌ଜିତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking