ଭାରତୀୟ ଦିବ୍ୟାଙ୍ଗ କ୍ରିକେଟ ଦଳରେ ସ୍ଥାନ ପାଇଲେ ଜଗ୍‌ଜିତ

ଝାରସୁଗୁଡା: ଭାରତୀୟ ଦିବ୍ୟାଙ୍ଗ କ୍ରିକେଟ ଦଳରେ ଝାରସୁଗୁଡା ଜିଲ୍ଲା ବେଲାପାହାଡର ଜଗଜିତ ମହାନ୍ତି ସ୍ଥାନ ପାଇଛନ୍ତି । ବାଙ୍ଗାଲାଦେଶ ବିପକ୍ଷରେ ଗୋଟିଏ ଟେଷ୍ଟ, ୩ଟି ଏକ ଦିବସୀୟ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବା ପାଇଁ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏନ ବୋର୍ଡ ଇଣ୍ଡିଆ ପକ୍ଷରୁ ଜଗଜିତଙ୍କୁ ଚୟନ କରାଯାଇଛି । ଏଥିପାଇଁ ସେ ଆସନ୍ତା ଅଗଷ୍ଟ ୪ ତାରିଖରୁ ହାଇଦ୍ରାବାଦରେ ଆରମ୍ଭ ହେବାକୁଥିବା ପ୍ରଶୀକ୍ଷଣ ଶିବିରରେ ଯୋଗଦେବେ । ଏହି ଶିବିରରେ ଉନ୍ନତ ପ୍ରଦର୍ଶନ କରି ଭାତତୀୟ … Continue reading ଭାରତୀୟ ଦିବ୍ୟାଙ୍ଗ କ୍ରିକେଟ ଦଳରେ ସ୍ଥାନ ପାଇଲେ ଜଗ୍‌ଜିତ