28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗକେନାଲ ପାଣି ଭାସି ଯାଇ ଦୁଇ ନାବାଳିକା ଙ୍କ ମୃତ୍ୟୁ

କେନାଲ ପାଣି ଭାସି ଯାଇ ଦୁଇ ନାବାଳିକା ଙ୍କ ମୃତ୍ୟୁ

କଳାହାଣ୍ଡି: କଳାହାଣ୍ଡି ଜିଲାରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି  । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଚାଛିଗୁଡା ଦେଇ ଯାଇଥିବା ନବନିର୍ମିତ ଲିଫ୍ଟ କେନାଲ ଗାଧେଇ ବାକୁ ଯାଇ ଉକ୍ତ ଗ୍ରାମ ର ଦୁଇ ନାବାଳିକା ପ୍ରିୟଙ୍କା ପୂଜାରୀ (10) ଓ ଯଜ୍ଞସେନି (7) ମୃତ୍ୟୁ ହୋଇଥିବା ଜଣା ପଡିଛି ।  ଜୟପାଟଣା ପୁଲିସ ଘଟଣାସ୍ଥଳରେ ପହଁଚି ସବ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇଛି । ଏହି ଖବର ପରିବାର ଲୋକେ ପାଇବା ପରେ ଶୋକ ର ଛାୟା ଖେଳି ଯାଇଛି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking