27.1 C
Bhubaneswar
Tuesday, May 7, 2024
Homeଓଡିଶାଟ୍ରାକ୍ଟରକୁ ପିଟିଲା ଟ୍ରକ:୨ ମୃତ

ଟ୍ରାକ୍ଟରକୁ ପିଟିଲା ଟ୍ରକ:୨ ମୃତ

ତେଲକୋଇ: କାଞ୍ଜିପାଣି ଘାଟି ନିପୋ ଛକରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଏବଂ ସେହି ଦୁର୍ଘଟଣାରେ ୨ ମୃତ,୪ ଜଣ ଗୁରୁତର ହୋଇଥିବାର ସୂଚନା ।ବର୍ଷା ଯୋଗୁଁ ଟ୍ରାକ୍ଟର ଡାଲା ତଳେ ଆଣ୍ରୟ ନେଇଥିଲା ବେଳେ ଏହି ଦୁର୍ଘଟଣାଟି ହୋଇଥିଲା ।

ବର୍ଷା ଯୋଗୁଁ ଟ୍ରାକ୍ଟର ଡାଲା ତଳେ ଆଶ୍ରୟ ନେଇଥିଲା ବେଳେ ଏହି ଦୁର୍ଘଟଣାଟି ଘଟିଛି । ଟ୍ରାକ୍ଟର ଡାଲା ତଳେ ଆଶ୍ରୟ ନେଇଥିଲା ବେଳେ ପଛରୁ ପିଟିଲା ଟ୍ରକ । ଦୁର୍ଘଟଣାରେ ଗୁରୁତର ୪ ଜଣ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking