28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପ୍ରସିଦ୍ଧ ଅଭିନେତା ଟମ ହାଙ୍କସ୍‌, ପତ୍ନୀଙ୍କୁ କରୋନା ସଂକ୍ରମଣ

ପ୍ରସିଦ୍ଧ ଅଭିନେତା ଟମ ହାଙ୍କସ୍‌, ପତ୍ନୀଙ୍କୁ କରୋନା ସଂକ୍ରମଣ

ନ୍ୟୁୟର୍କ : ପ୍ରସିଦ୍ଧ ଅଭିନେତା ଟମ ହାଙ୍କସ୍ ଓ ତାଙ୍କ ପତ୍ନୀ ରୀଟା ଓ୍ଵିଲସନ କରୋନା ଭାଇରସ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏ ସଂପର୍କରେ ନିଜେ ଟମ ଟ୍ଵିଟ କରି ସୂଚନା ଦେଇଛନ୍ତି । ନିଜ ଟ୍ଵିଟରେ ହାଙ୍କସ୍ ଲେଖିଛନ୍ତି ଯେ ସେ ଓ ରୀଟା ଅଷ୍ଟ୍ରେଲିଆରେ ଥିବାବେଳେ ଅସୁସ୍ଥ ଅନୁଭବ କରିଥିଲେ । ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ସେ କରୋନା ପଜିଟିଭ ଥିବା ଜଣାଯାଇଛି । ଏହା ପରେ ଆବଶ୍ୟକ ମେଡିକାଲ ପ୍ରଟୋକଲ ପାଳନ କରିବାକୁ ହେବ ବୋଲି ସେ ଲେଖିଛନ୍ତି । ତାଙ୍କ ମୁଖପାତ୍ର ମଧ୍ୟ ଏହି ଖବରକୁ ସ୍ୱୀକାର କରିଛନ୍ତି ।
https://onakhabar.com/2020/03/12/coronavirus-7/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking