39.1 C
Bhubaneswar
Friday, April 26, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ: ଆଜି ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିପାରନ୍ତି । କର୍ମ କ୍ଷେତ୍ରକୁ ତ୍ୱରାନିତ୍ୱ କରିବେ । ବ୍ୟବସାୟରେ ଢେର ଉନ୍ନତି ଘଟିବ । ଗୁରୁକୃପା ଲାଭ କରିବେ ।

ବୃଷ:କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ସମ୍ମାନିତ ହେବାର ସୂଚନା ମିଳୁଛି । ଧନ କ୍ଷୟ ହୋଇପାରେ । ସତପଥ ଗାମୀ ହେବେ । କୃଷି କାର୍ଯ୍ୟରେ ଧ୍ୟାନ ଦେବେ । ଜନ ସମର୍ଥ ମିଳିବ ।

ମିଥୁନ: ନିଜ କାର୍ଯ୍ୟ ପାଇଁ ଆନନ୍ଦ ଅନୁଭବ କରି ପାରନ୍ତିି । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହୋଇପାରେ । କର୍ମ କ୍ଷେତ୍ରରେ ଢେର ଉନ୍ନତି ଘଟିବ । ଅର୍ଥପ୍ରାପ୍ତିର ସୁଯୋଗ ଅଛି ।

କର୍କଟ: ଉଚ୍ଚ ଶିକ୍ଷାରେ ଆଗକୁ ବଢ଼ିବେ । କର୍ତ୍ତବ୍ୟ ନିଷ୍ଠ ହେବେ । ରୁଚିକର ଭୋଜନରେ ଆପାୟିତ ହୋଇପାରନ୍ତି । ବ୍ୟବସାୟରେ ଲାଭବାନ ହୋଇପାରିବେ । ସର୍ବସୁଖ ମିଳି ପାରିବ ।

ସିଂହ: ଅଟକିଥିବା କାର୍ଯ୍ୟରେ ଆଗକୁ ବଢ଼ିବେ । ବହୁ ଶୁଭ ଫଳ ମିଳିବ । ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ହଠାତ କିଛି ଅର୍ଥ ମିଳିପାରେ । ବିଭିନ୍ନ ଦିଗରୁ ଆର୍ଥିକ ସ୍ରୋତ ବହିବ ।

କନ୍ୟା: କିଛି ଭୁଲ କାର୍ଯ୍ୟ ନ କରି ମଧ୍ୟ ଅଯଥା ହନ୍ତସନ୍ତ ହୋଇପାରନ୍ତି । କୃଷିକର୍ମ ଦକ୍ଷ ହେବେ । ଯାନବାହନ ସୁଖ ମିଳିପାରେ । ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ରହିବ । ଅର୍ଥ ମିଳିବ ।

ତୁଳା:କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ସାମାନ୍ୟ ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ ।

ବିଛା: ନୂତନ ଗୃହର କାର୍ଯ୍ୟ ଆରମ୍ଭ କରିପାରନ୍ତି । ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଭାଗ୍ୟରେ ପରିବର୍ତ୍ତନ ଘଟିପାରେ ।

ଧନୁ:ପୂର୍ବରୁୂ ଚାଲୁ ରହିଥିବା ଯୋଜନାରେ ପରିବର୍ତ୍ତନ ଘଟାଇ ନୂତନ ଯୋଜନା ପ୍ରଣୟନ କରିବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାନ୍ତି ।

ମକର:ନୂତନ ଜମି କିଣିବାର ସୁଯୋଗ ମିଳିବ । ବ୍ୟୟ ପରିମାଣ ବୃଦ୍ଧି ହେବ । ଏକାଗ୍ରତା ଫଳ ସୁଖଦାୟକ ହେବ । କଥା ଶୈଳୀରେ ଶତ୍ରୁଙ୍କୁ ବଶ କରିପାରନ୍ତି । ଚଞ୍ଚଳ ହେବେ ଏବଂ କାର୍ଯ୍ୟ ହାସଲ କରିବେ ।

କୁମ୍ଭ:ଆୟ ଆଶାନୁରୂପ ହେବ । ଚନ୍ଦ୍ର ଭୋଗ ହେତୁ ଯାନବାହନରେ ସତର୍କତା ଅବଲମ୍ବନ କରିବେ । ସୁସ୍ଥ ଓ ନିରାମୟ ରହିବେ । ଉଚ୍ଚ ମହଲରେ ସମ୍ମାନିତ ହୋଇପାରନ୍ତି ।

ମୀନ:ଆଜି ଧନ ପ୍ରାପ୍ତି ହେବେ । ଗୁରୁତ୍ୱପୁର୍ଣ୍ଣ କ୍ଷେତ୍ରରେ ବିଜୟୀ ଭାବ ପ୍ରଦର୍ଶନ କରି ପ୍ରଶଂସନୀୟ ହେବେ । ବହୁ ମିତ୍ରଭ୍‌ତକ ସାନ୍ନିଧ୍ୟ ମିଳିବ । ପ୍ରବଳ ପ୍ରତାପୀ ହେବେ । ଦୃଢ ପୌରୁଷ ପଣିଆ ହୋଇପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking