29.1 C
Bhubaneswar
Saturday, April 27, 2024
Homeରାଶିଫଳଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ଅଯଥା ଆଶଙ୍କା ଅନୁଭବ କରିବେ । ସମାଧାନର ପନ୍ଥା ଫିଟିବ । ଆୟ ବଢ଼ାଇପାରିବେ । ଗୃହ କାର୍ଯ୍ୟରେ ଆଗ୍ରହ ବଢ଼ିବ । ଦକ୍ଷତାର ଉପଯୋଗ କରିବେ । ଅର୍ଥଚିନ୍ତା ଦୂରେଇଯିବ ।
ବୃଷ: ନିଜର ଜିଦ ବଜାୟ ରଖିବେ । ନୂତନ ଆୟ ପନ୍ଥା ଖୋଲିବ । ଯାତ୍ରାଦିରେ ଲାଭବାନ ହେବେ । ଜଞ୍ଜାଳ ଦୂରେଇଯିବ । ଗଣ୍ଡଗୋଳରେ ପଡ଼ି ପାରନ୍ତି । ଦୂର ସମ୍ପର୍କରେ ଉପକୃତ ହେବେ ।
ମିଥୁନ: ବହୁଦିନର ପୁରୁଣା କାମକୁ ଭୁଲି ନୂଆ କାମ ଆରମ୍ଭ କରିବା ଦ୍ୱାରା ଫାଇଦା ହେବ । ପରିଶ୍ରମୀ ଲୋକଙ୍କୁ ନିଜ ପରିଶ୍ରମର ମିଠା ଫଳ ମିଳିବ । ଆର୍ôଥକ ଅବସ୍ଥା ସ୍ୱଚ୍ଛଳ ହେବ ।
କର୍କଟ: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଚାକିରି ଓ ବ୍ୟବସାୟରେ ଲାଭ ହେବ । କୌଣସି ସଭାସମିତିରେ ଆପଣଙ୍କୁ ମାନସମ୍ମାନ ମିଳିବ । ପ୍ରେମ ପ୍ରସଙ୍ଗରେ ସଫଳତା ପ୍ରାପ୍ତି ହେବ ।
ସିଂହ: ପରିବାର ପାଇଁ ଚିନ୍ତିତ ରହିବେ । ଆମୋଦପ୍ରମୋଦରେ ଦିନ କଟିବ । ସମ୍ପଦରେ ବୃଦ୍ଧି ଘଟିବ । ଅଶାନ୍ତି ଦୂରେଇଯିବ । ଯାତ୍ରାରେ ସଫଳ ହେବେ । ସମସ୍ୟା ବଢ଼ିବାକୁ ଲାଗିବ । ଶରୀର ଅସୁସ୍ଥ ରହିବ ।
କନ୍ୟା: ନୂତନ ପରିବେଶରେ କାର୍ଯ୍ୟ କରିବେ । ଗୃହକାର୍ଯ୍ୟ ଆରମ୍ଭ କରିପାରନ୍ତି । ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ । ସେବା ଭାବରେ ଉଦବୃଦ୍ଧି ହେବ । ବିବାଦରେ ସମାଧାନ ହେବ । ଯୋଜନାରେ ତୃଟି ଘଟିବ ।
ତୁଳା: ଆଜି କାର୍ଯ୍ୟ ନିଷ୍ଠା ବଢ଼ିବ । ବନ୍ଧୁ ମେଳରେ ଦିନ କଟିବ । ଅସୁସ୍ଥତା ଅନୁଭବ କରିବେ । ପରଉପକାରରେ ଖୁସି ହେବେ । ଗୃହକାର୍ଯ୍ୟରେ ଆନନ୍ଦ ପାଇବେ । ଚାହୁଁଥିବା ସାହାଯ୍ୟ ପାଇବେ ।
ବିଛା: ଆଜି ବ୍ୟବସାୟ ଠିକ ଢଙ୍ଗରେ ପରିଚାଳନା କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କୌଣସି ଫାଇଲ କିମ୍ବା କଥାବାର୍ତାରୁ ନିବୃତ ରୁହନ୍ତୁ । ଧନପ୍ରାପ୍ତିର ଯୋଗ ଅଛି । ପ୍ରିୟଜନଙ୍କ ସହିତ ସମ୍ବନ୍ଧ ମଧୁର ରହିବ ।
ଧନୁ: ବ୍ୟବସାୟ ଓ ଚାକିରି ସମ୍ବନ୍ଧିୟ କାମ ପୁରା ହେବ । କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ କାର୍ଯ୍ୟ ଅର୍ପଣ କରିବେ । ଆର୍ôଥକ ସ୍ଥିତିରେ ସୁଧାର ହେବ । ପରିବାର ସହ ଆପଣଙ୍କର ମଧୁର ସମ୍ପର୍କ ରହିବ ।
ମକର : ଆଜି ଘରୋଇ ଧନ୍ଦାରେ ମନ ବଢ଼ିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ । ଦର୍ଶନର ସୁଯୋଗ ଅଛି । ନୂତନ ଜମି କ୍ରୟ କରିବାର ସୁଯୋଗ ପାଇବେ । ମନଅଶାନ୍ତି ଲାଗିବ ।
କୁମ୍ଭ: ଆଜି ମନର ଅବସ୍ଥା ଭଲ ରହିବନାହିଁ । ରକ୍ତ ଚାପ ହେବାର ସମ୍ଭାବନା ରହିଛି । ଆର୍ôଥକ ଅବସ୍ଥା ଦୂର୍ବଳ ହେବ । ପ୍ରତିଯୋଗିତାରେ ଭାଗନେବେ । ମନ ପ୍ରଫୁଲ୍ଲ ରହିବ ।
ମୀନ: ସହକର୍ମୀ ସହାୟତା ପାଇପାରନ୍ତି । ଚାକିରି କ୍ଷେତ୍ରରେ ଖୁସି ହେବେ । ଦ୍ରବ୍ୟ ଲାଭ ଘଟିପାରେ । ସୁଖ ସମ୍ମାନ ପାଇପାରନ୍ତି । ଚିନ୍ତା ଦୂରେଇଯିବ । କାର୍ଯ୍ୟରେ ବିଫଳତା ଉପୁଯିବ । ଷଡ଼ଯନ୍ତ୍ରରେ ପଡ଼ିପାରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking