34.1 C
Bhubaneswar
Friday, March 29, 2024
Homeଖେଳଖୁବ୍ ଶୀଘ୍ର କ୍ରିକେଟ ମଇଦାନରେ ଧୋନୀଙ୍କ ଝଲକ

ଖୁବ୍ ଶୀଘ୍ର କ୍ରିକେଟ ମଇଦାନରେ ଧୋନୀଙ୍କ ଝଲକ

ନୂଆଦିଲ୍ଲୀ: ଧୋନୀ ଫ୍ୟାନଙ୍କ ପାଇଁ ଖୁସି ଖବର । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ଅନୁଭବୀ ୱଇକେଟ କିପର ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ମଇଦାନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । ଇଂଡିଆନ ପ୍ରିମିୟର ଲିଗ୍ ର ୧୩ ତମ ସିଜିନରେ କ୍ରିକେଟ ପଡିଆରେ କ୍ରିକେଟପ୍ରେମୀ ଦେଖିବାକୁ ପାଇବେ ଧୋନୀଙ୍କ ଝଲକ । ୨୦୨୦ ଆଇପିଏଲ ପାଇଁ ଧୋନୀ ଏବଂ ମିଷ୍ଟର ଆଇପିଏଲ ନାମରେ ପରିଚିତ ବାମ ହାତ ଖେଳାଳୀ ସୁରେଶ ରାଇନା ମାର୍ଚ୍ଚ ପ୍ରଥମ ସପ୍ତାହରେ ନିଜ ଟିମ୍ ଚେନ୍ନାଇ ସୁପର କିଙ୍ଗସ ସହ ଯୋଡି ହେବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।
https://onakhabar.com/2020/02/25/parking-restriction/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking