24.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ସେୟାର ବଜାର

ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ସେୟାର ବଜାର

ନୁଆଦିଲ୍ଲୀ : ରେକର୍ଡ଼ ସୃଷ୍ଟି କରି ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ସେୟାର ବଜାର । ଏହା ଦେଶ ପାଇଁ ଏକ ଐତିହାସିକ ଦିନ ଅଟେ । ଆଜି ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ୫୦ ହଜାର ଟପିଛି ସେନସେକ୍ସ । ଆଜି କାରବାର ଆରମ୍ଭରୁ ୩୩୫ ପଏଣ୍ଟ ବୃଦ୍ଧି ପାଇ ୫୦ ହଜାର ୧୨୬.୭୩ରେ ପହଞ୍ଚିଛି ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ । ନିଫ୍ଟ ମଧ୍ୟ ସେହିପରି ଭାବରେ ୧୪ହଜାର ୭୦୦ ଟପିଛି ।

ତେବେ ଗତକାଲି ବାଇଡେନ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଆଜି ସେନସେକ୍ସ ଏତେ ମାତ୍ରାରେ ରେକର୍ଡ ସୃଷ୍ଟି କରିଛି । ବିଗତ କିଛି ଦିନ ଧରି ସେୟାର ବଜାରରେ ମାନ୍ଦା ଅବସ୍ଥା ଦେଖିବାକୁ ମିଳିଥିଲା । ମାତ୍ର ଗତକାଲି ଏହା ସର୍ବେଚ୍ଚ ପରିମ।।ଣ ବୃଦ୍ଧି ଘଟିଛି । ଏହା ପୁର୍ବରୁ ୩୦ ହଜାରରୁ ୪୦ ହଜାର ପଏଣ୍ଟ ୨୦୧୯ରେ ଆସିଥିଲ । ଓ ଏବେ ୧୪ ମାସ ପରେ ଏହା ୫୦ହଜାରରେ ପହଞ୍ଚିଛି ସେନସେକ୍ସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking