28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଆବାସ ଯୋଜନାରେ ଘର ଦେବାକୁ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କହୁଛନ୍ତି ସରପଞ୍ଚ

ଆବାସ ଯୋଜନାରେ ଘର ଦେବାକୁ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କହୁଛନ୍ତି ସରପଞ୍ଚ

କଳାହାଣ୍ଡି : ଏଭଳି ଏକ ଚାଞ୍ଚଲ୍ୟକରଣର ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଏମ ରାମପୁର ବ୍ଲକ ସାଲେପାଲି ପଞ୍ଚାୟତର ସରପଞ୍ଚ ରମେଶ ଚନ୍ଦ୍ର ସାହୁ ଙ୍କନାରେ । ଯୁବତୀକୁ ଆବାସ ଯୋଜନା ଘରଖଣ୍ଡେ ଦେବାପାଇଁ ରସିକିଆ ସରପଞ୍ଚ ଶାରୀରିକ ସମ୍ପର୍କ ରଖିବାପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଅଛି । ଉକ୍ତ ଅଭିଯୋଗକୁ ଆଧାର କରି ଏମ. ରାମପୁର ଥାନା ଅଧିକାରୀ ଶ୍ରୀଯୁକ୍ତ ମାଝୀ ବ୍ଲକରେ ସମିତି ବୈଠକ ଚାଲିଥିବା ବେଳେ ସଭାଗୃହରୁ ରସିକିଆ ସରପଞ୍ଚଙ୍କୁ ଉଠାଇଆଣି ପଚରା ଉଚରା ଜାରି ରଖିବାବେଳେ, ସେପଟେ ରସିକିଆ ସରପଞ୍ଚ ଏହାକୁ ରାଜନୀତି ଷଡ଼ଯନ୍ତ ବୋଲି କହୁଥବା ବେଳେ ଅଭିଯୋଗକାରିଣୀ ଫୋନରେ କଥା ହୋଇଥିବା ରେକର୍ଡିଙ୍ଗ ପୋଲିସକୁ ଦେଇଛନ୍ତି । ଏଥିରୁ ସ୍ପଷ୍ଟ ବର୍ତମାନ ଦେଖିବାକୁ ବାକି ରହିଲା ରସିକିଆ ସରପଞ୍ଚ ଙ୍କ ପାଇଁ କି ପ୍ରକାର କାର୍ଯ୍ୟନୁଷ୍ଠାନ ନେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking