28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗପଦୋନ୍ନତି ପାଇଥିବା ବରିଷ୍ଠ ଆଇପିଏସ ନିଜ ନିଜ ପଦବୀରେ କାର୍ଯ୍ୟ କରିବେ

ପଦୋନ୍ନତି ପାଇଥିବା ବରିଷ୍ଠ ଆଇପିଏସ ନିଜ ନିଜ ପଦବୀରେ କାର୍ଯ୍ୟ କରିବେ

ଭୁବନେଶ୍ୱର, (ଓଏନଏ ): ଅତିରିକ୍ତ ଡିଜି ପାହ୍ୟା କୁ ପଦୋନ୍ନତି ପାଇଥିବା ବରିଷ୍ଠ ଆଇପିଏସ ଅଫିସରମାନଙ୍କୁ ନିଜ ନିଜ ସ୍ଥାନରେ କାର୍ଯ୍ୟ କରିବେ । ଜାନୁୟାରୀ ୧ ତାରିଖରୁ ସେମାନଙ୍କ ପଦୋନ୍ନତି କାର୍ଯ୍ୟକାରୀ ହେବ । ସେମାନଙ୍କ ପଦବୀକୁ ଅତିରିକ୍ତ ଡିଜି ପାହ୍ୟାକୁ ଅପଗ୍ରେଡ କରାଯାଇଛି । ଏହି ବରିଷ୍ଠ ଅଧିକାରୀମାନେ ହେଲେ ୧୯୯୬ ବ୍ୟାଚର ଅରୁଣ ବୋଥ୍ରା, ସଂଜୟ କୁମାର ସିଂ, ୨୦୦୩ ବ୍ୟାଚର କବିତା ଜଲାମ, ସଫିନ ଅହମ୍ମଦ କେ, ସଂଜୟ କୁମାର କୌଶଲ, ୨୦୦୭ ବ୍ୟାଚର ଅଶ୍ୱିନୀ କୁମାର, ପଣ୍ଡିତ ରାଜେଶ ଇତ୍ତମରାଓ, ଡକ୍ତର ସାର୍ଥକ ଷଡଙ୍ଗୀ ଓ ନୀତି ଶେଖର । ଏନେଇ ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking