28.1 C
Bhubaneswar
Saturday, April 27, 2024
Homeକରୋନା୧୧ ଥର କୋଭିଡ୍ ଟିକା ନେଇଥିବା ବ୍ୟକ୍ତି

୧୧ ଥର କୋଭିଡ୍ ଟିକା ନେଇଥିବା ବ୍ୟକ୍ତି

ପାଟନା : କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ତ୍ତମାନ ଭାରତରେ ସାଧାରଣ ଲୋକଙ୍କୁ କୋଭିଡ୍‌ର ଦୁଇଟି ଡୋଜ୍ ଏବଂ ଆଗଧାଡିର ସ୍ୱାସ୍ଥ୍ୟକର୍ମୀଙ୍କୁ ୩ଟି ଡୋଜ୍ (ବୁଷ୍ଟର ଡୋଜ୍‌କୁ ମିଶାଇ) ଟିକା ଦିଆଯାଉଛି । ତେବେ ବିହାରର ଜଣେ ୮୪ ବର୍ଷୀୟ ବ୍ୟକ୍ତି ଜାଲ୍ ପ୍ରମାଣପତ୍ର ଜରିଆରେ ଏପର୍ଯ୍ୟନ୍ତ ୧୧ ଥର କୋଭିଡ୍ ଟିକା ନେଇସାରିଥିବା ଜଣାପଡିଛି । ମାଧେପୁରା ନିବାସୀ ବ୍ରହ୍ମଦେବ ମଣ୍ଡଳ ନାମକ ଏହି ବ୍ୟକ୍ତି ଜାଲ୍ ଆଧାରକାର୍ଡ ଜରିଆରେ ଏଭଳି ଉଦ୍ଦେଶ୍ୟମୂଳକ ତ୍ରୁଟି କରିଥିବା ପୁଲିସ କହିଛି । ଏତେଥର ଟିକା ନେଇଥିଲେ ସୁଦ୍ଧା ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି । କୋଭିଡ୍ ଟିକାକରଣ ନିୟମ ଉଲ୍ଲଂଘନ କରିଥିବା ସତ୍ତ୍ୱେ ତାଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି ବିହାର ପୁଲିସ କର୍ତ୍ତୃପକ୍ଷ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking