26.1 C
Bhubaneswar
Wednesday, May 8, 2024
Homeଓଡିଶାନିଖୋଜ ବ୍ୟାଙ୍କ ଅଧିକାରୀଙ୍କ ମୃତଦେହ ଠାବ

ନିଖୋଜ ବ୍ୟାଙ୍କ ଅଧିକାରୀଙ୍କ ମୃତଦେହ ଠାବ

ବଲାଙ୍ଗୀର : ଅଙ୍ଗ ନଦୀକୁ ଡେଇଁ ନିଖୋଜ ବ୍ୟାଙ୍କ ଅଧିକାରୀଙ୍କ ମୃତଦେହ ଠାବ ହୋଇଛି । ବ୍ୟାଙ୍କ ଅଧିକାରୀ ଦିବ୍ୟରଂଜନ ମିଶ୍ରଙ୍କ ମୃତଦେହ ଠାବ । ଜୁଲୁଣ୍ଡା ସ୍ଥିତ ଅଙ୍ଗନଦୀ କୂଳରୁ ବ୍ୟାଙ୍କ ଅଧିକାରୀଙ୍କ ମୃତ ଦେହ ଠାବ ହୋଇଛି । ୧୦ ତାରିଖରେ ଅଙ୍ଗ ନଦୀକୁ ଡେଇଁ ନିଖୋଜ ଥିଲେ ବ୍ୟାଙ୍କ ଅଧିକାରୀ । ବରପାଲି ସ୍ଥିତ ଏକ ବ୍ୟାଙ୍କ ରେ କାର୍ଯ୍ୟରତ ଥିଲେ ଦିବ୍ୟରଂଜନ ।

ହସ୍ପିଟାଲ ଛାତରୁ ଡେଇଁଲେ ଯୁବକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking