ହସ୍ପିଟାଲ ଛାତରୁ ଡେଇଁଲେ ଯୁବକ

ଢେଙ୍କାନାଳ : ହସ୍ପିଟାଲ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ହସ୍ପିଟାଲ ରପଂଚମ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ । ଉଦ୍ଧାର ପରେ ହସ୍ପିଟାଲ ରେ ଯୁବକଙ୍କ ଚିକିତ୍ସା ଚାଲିଛି । ଆତ୍ମହତ୍ୟା କରିଥିବା ଯୁବକ ପରଜଙ୍ଗ ଅଂଚଳର ଚନ୍ଦନ ନାୟକ । ଘରେ ଆତ୍ମହତ୍ୟା ଉଦ୍ୟମ କରି ସକାଳେ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ । ବେକ ଓ ହାତ କାଟି ଗୁରୁତର ଅବସ୍ଥାରେ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ । ସୂଚନା ଅନୁସାରେ … Continue reading ହସ୍ପିଟାଲ ଛାତରୁ ଡେଇଁଲେ ଯୁବକ