37.1 C
Bhubaneswar
Sunday, May 5, 2024
Homeମନୋରଞ୍ଜନପ୍ରଥମ ଡ଼େଟରେ କିଛି ଏଭଳି କହିଲେ ତମନ୍ନା ଓ ବିଜୟ

ପ୍ରଥମ ଡ଼େଟରେ କିଛି ଏଭଳି କହିଲେ ତମନ୍ନା ଓ ବିଜୟ

ନିକଟରେ ଅଭିନେତ୍ରୀ ତମନ୍ନା ଭାଟିଆ ଓ ଅଭିନେତା ବିଜୟ ବର୍ମା ପରସ୍ପରକୁ ଡ଼େଟ୍ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଗୋଆରେ ଉଭୟ ପରସ୍ପର ଚୁମ୍ବନ ଦେଉଥିବା ଭିଡ଼ିଓ ଭାଇରାଲ ହେବା ପରେ ଉଭୟଙ୍କ ସମ୍ପର୍କକୁ ନେଇ ଖବର ନିଆଁ ପରି ବ୍ୟାପି ଯାଇଥିଲା। ତେବେ ନିକଟରେ ଏକ ସାକ୍ଷାତକାରରେ ଉଭୟଙ୍କୁ ପଚରାଯାଇଥିବା ପ୍ରଶ୍ନ ଏବେ ହେଡ଼ଲାଇନ ପାଲଟିଛି । ତେବେ କ’ଣ ଥିଲା ସେ ପ୍ରଶ୍ନ ଆସନ୍ତୁ ଜାଣିବା ।

ଶୁକ୍ରବାର ଦିନ OTT ଫ୍ଲାଟଫର୍ମ ନେଟଫ୍ଲିସ୍ ମୁକ୍ତିଲାଭ କରିଛି ତମନ୍ନା ଭାଟିଆ ‘ଲଷ୍ଟ ଷ୍ଟୋରିଜ୍- ୨’ । ଏଥିରେ ସେ ବିଜୟ ବର୍ମାଙ୍କ ସହ ବହୁ ବୋଲ୍ଡ ସିନ୍ ଦେଉଥିବା ଦେଖିବାକୁ ମିଳିଛି ପ୍ରକାଶଥାଉ କି, ୧୭ ବର୍ଷ କ୍ୟାରିୟର ଭିତରେ ତମନ୍ନା ନିଜର ନୋ- କିସ୍ ପଲିସି ଭାଙ୍ଗି ଏଥିରେ ବିଜୟ ବର୍ମାଙ୍କୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି ।

ନିକଟରେ ଏକ ସାକ୍ଷାତକାରରେ ‘ଲଷ୍ଟ ଷ୍ଟୋରିଜ୍- ୨’ ନିର୍ଦ୍ଦେଶକ ସୁଜେୟ ଘୋଷଙ୍କ ସହ ବିଜୟ ଓ ତମନ୍ନାଙ୍କୁ ଏକ ପ୍ରଶ୍ନ ପଚାରଯାଇଥିଲା ଯେ, ପ୍ରଥମ ଡ଼େଟରେ ସେମାନେ କେବେ ଶାରୀରିକ ସମ୍ପର୍କ ରଖଛନ୍ତି କି? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୁଜେଷ କହିଛନ୍ତି, ‘ଏତେ ଭାଗ୍ୟବାନ ନୁହେଁ, ମୁଁ ମଧ୍ଯବିତ୍ତ ପରିବାରରୁ ଆସିଛି, ମୋତେ ସବୁକିଛି ପାଇଁ କଷ୍ଟ କରିବାକୁ ପଡ଼େ’ । ତମନ୍ନା କହିଥିଲେ ଯେ, ‘ନାଁ ମୁଁ କେବେ ପ୍ରଥମର ଡ଼େଟରେ ଶାରୀରିକ ସମ୍ପର୍କ ରଖିନାହିଁ’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking