32.1 C
Bhubaneswar
Saturday, May 18, 2024
Homeଓଡିଶାପୁରୀ କଂଗ୍ରେସ ଅଫିସରେ ଭଙ୍ଗାରୁଜା

ପୁରୀ କଂଗ୍ରେସ ଅଫିସରେ ଭଙ୍ଗାରୁଜା

ପୁରୀ : ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା ହେବାର ସୂଚନା । ସୁଜିତ ମହାପାତ୍ରଙ୍କ ଟିକେଟ କଟିବା ପରେ ଭଙ୍ଗାରୁଜା ହୋଇଥିଲା । ଅଫିସରେ ପଶି ପାଟିତୁଣ୍ଡ ସହ ସୁଜିତଙ୍କ ସମର୍ଥକଙ୍କ ଭଙ୍ଗାରୁଜା ହୋଇଛି । ପୁରୀରେ ସୁଜିତଙ୍କ ସ୍ଥାନରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

ଦେବାଶିଷଙ୍କୁ ଟିକେଟ ଦେଲା କଂଗ୍ରେସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking