32.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ସଭାପତି ଜେପି ନଡ୍ଡା

ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ସଭାପତି ଜେପି ନଡ୍ଡା

ଭୁବନେଶ୍ୱର : ଦିନିକିଆ ଗସ୍ତରେ ଆସିଛନ୍ତି ବିଜେପି ରଷ୍ଟ୍ରୀୟ ସଭାପତି । କିଛି ସମୟ ପରେ ବିଜେପି ସଂକଳ୍ପ ପତ୍ର ଉନ୍ମୋଚନ କରିବେ ନଡ୍ଡା । ଭୁବନେଶ୍ୱରରେ ବିଜେପି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ । ବିଜେପୀର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିବେ ।

୮ରେ ରାଜନାଥ ଓ ୧୨ରେ ଅମିତ ଶାହ ଓଡିଶା ଆସିବେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking