32.1 C
Bhubaneswar
Saturday, May 18, 2024
Homeଓଡିଶାସରକାର ଡରୁଛନ୍ତି କାହିଁକି: ଶରତ ପଟ୍ଟନାୟକ

ସରକାର ଡରୁଛନ୍ତି କାହିଁକି: ଶରତ ପଟ୍ଟନାୟକ

ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବାକୁ ସରକାର ଡରୁଛନ୍ତି ବୋଲି ପ୍ରଶ୍ନ କଲେ ଶରତ । ରତ୍ନଭଣ୍ଡାର ପ୍ରସଙ୍ଗରେ ପିସିସି ଶରତ ପଟ୍ଟନାୟକ ଗଣମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖିଛନ୍ତି । ଖୋଲିବାକୁ ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ ଓ ସେବାୟତ ଚାହୁଁଛନ୍ତି । ଯଦି ସମସ୍ତେ ଚାହୁଁଛନ୍ତି ତେବେ ସରକାର ରଙ୍କକ୍ସକ୍ଟ ହୋଇଯିବା କଥା । ହେଲେ ଚାବି ହଜିବା ବାହାନା କରି ସରକାର ଚୁପ୍ ବସିଛନ୍ତି କାହିଁକି । ବିଭ୍ରାଟ ହୋଇଥିବାରୁ ସରକାର ଏଭଳି କରୁଛନ୍ତି କହିଲେ ଶରତ ପଟ୍ଟନାୟକ ।

ମର୍ମନ୍ତୁଦ ସଡକ ଦୁଘଟଣା: ୧ ମୃତ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking