28.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗସରକାରୀ ମେଡ଼ିକାଲରେ ଲାଞ୍ଚ କାରବାର

ସରକାରୀ ମେଡ଼ିକାଲରେ ଲାଞ୍ଚ କାରବାର

ପୂରୀ : ପୁରୀ ସରକାରୀ ଡ଼ାକ୍ତରଖାନାର ଏହି ଖବର ଅତି ଲଜ୍ଜ୍ୟାଜନକ । ସରକାରୀ ସୁବିଧା ପାଇବା ପାଇଁ ଜଣେ ସରକାରୀ ମେଡ଼ିକାଲକୁ ଆସିଥାଏ । କିନ୍ତୁ ଯଦି ରୋଗୀକୁ ଏହି ମେଡି଼କାଲରେ ମଧ୍ୟ ଟଙ୍କା ଲାଞ୍ଚ ଦେବାକୁ ପଡ଼େ ତାହା ବେଶ ଅଭାବନୀୟ । ପୂରୀରେ ଜଣେ ପ୍ରସୁତି ପାଇଁ ଆସିଥିବା ଗର୍ଭବତୀଙ୍କ ସମ୍ପଂକିୟଙ୍କ ଠାରୁ ଟଙ୍କା ମାଗିବା ଅଭିଯୋଗ ହୋଇଛି । ଷ୍ଟ୍ରେଚର ଚାର୍ଯ ,ଓଟି ଫିସ ବାହାନାେରେ ଟଙ୍କା ମଗାଯାଉଥିବା ଅଭିଯୋଗ କରିଛନ୍ତି ଗୋପ ଅଞ୍ଚଳର ସଂଗ୍ରାମ ପରିଡ଼ା । ଲାଞ୍ଚ ଦେଲାବେଳେ ଏହି ଭିଡ଼ିଓକୁ ଉତ୍ତୋଳନ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଛନ୍ତି ଅଭିଯୋଗକାରୀ । ତେବେ ଏହା ସିଧାସଳଖ ମେଡ଼ିକାଲ କର୍ତ୍ତୁପକ୍ଷଙ୍କ ପରିଚାଳନା ଉପରେ ପ୍ରଶ୍ନ ଉଠାଉଛି ।
ସୂଚନା ଅନୁସାରେ ପ୍ରସୁତିଙ୍କ ପରିବାରକୁ ଅଲଗା ଅଲଗା ବିଭାଗ କାର୍ଯ୍ୟ ପାଇଁ ୨୨ ସହ ଟଙ୍କା ମାଗିଥିଲେ ଏବଂ ଟଙ୍କା ନଦେଲେ ସେମାନେ ପ୍ରସୁତିଙ୍‌କୁ ଡ଼ିସଚାର୍ଜ ଦେବେନାହିଁ ବୋଲେି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking