30.1 C
Bhubaneswar
Saturday, April 27, 2024
Homeଅପରାଧସ୍ତ୍ରୀର ଚରିତ୍ରକୁ ସନ୍ଦେହ କଲା ସୈତାନ ସ୍ୱାମୀ ଆଉ ତାପରେ.....

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କଲା ସୈତାନ ସ୍ୱାମୀ ଆଉ ତାପରେ…..

ଭୁବନେଶ୍ୱର: ପୁଣି ସୀମା ଟପିଲା ବର୍ବରତା । ଗାଁ ଦାଣ୍ଡରେ ମହିଳାଙ୍କୁ ଉଲଗ୍ନ କରି ଚଲାଇଲା ସ୍ୱାମୀ । ପରେ ପ୍ରବଳ ମାଡ଼ ମାରିଲା । ମଣିପୁରର ଛାତିଥରା ହିଂସାକାଣ୍ଡ ମନରୁ ଲିଭିନଥିବାବେଳେ ପୁଣି ସାମ୍‌ନାକୁ ଆସିଛି ଆଉ ଏକ ନିଷ୍ଠୁର ଘଟଣା । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସୈତାନ ପାଲଟିଯାଇଛି ସ୍ୱାମୀ ।

ଏଥର ସିନା ଏହି ଚିତ୍ର ମଣିପୁରରୁ ସାମ୍ନାକୁ ଆସିନି, ହେଲେ ଏହି ଲଜ୍ଜାଜନକ ଘଟଣା ପୁଣି ଥରେ ସମସ୍ତଙ୍କ ମୁହଁକୁ ତଳକୁ କରିଦେଇଛି । ମଣିପୁର ଭଳି ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରେ ଘଟିଛି ଏହି ଘଟଣା । ପାହାଡା ଅଂଚଳରେ ଜଣେ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇଛନ୍ତି ଶାଶୂଘର ଲୋକେ । ସର୍ବସାଧାରଣରେ ନିବସ୍ତ୍ର କରି ମାଡ ମାରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାର ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking