29.1 C
Bhubaneswar
Saturday, May 4, 2024
Homeଓଡିଶାମୁଁ ନିଷ୍ପତ୍ତି ନେଇଛି, ୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବିନି : ଅମର ଶତପଥୀ

ମୁଁ ନିଷ୍ପତ୍ତି ନେଇଛି, ୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବିନି : ଅମର ଶତପଥୀ

ଭୁବନେଶ୍ୱର : ୨୦୨୪ ନିର୍ବାଚନ ଲଢିବେନି କହିଲେ ଅମର ଶତପଥୀ । ବର୍ଷାଙ୍କୁ ବଡଚଣା ଟିକେଟ ମିଳିବା ପରେ ଅମରଙ୍କ ପ୍ରତିକ୍ରିୟା । ଯିଏ ପ୍ରାର୍ଥୀ ହୋଇଛନ୍ତି ତାଙ୍କୁ ଦଳରୁ କେହି ବିରୋଧ କରୁନାହାନ୍ତି । କିନ୍ତୁ ମୋତେ ଟିକେଟ ନମିଳିବାରୁ ଶୁଭେଚ୍ଛୁଙ୍କୁ ଆଘାତ ଲାଗିଛି । ଅନ୍ୟଦଳରୁ ମୋତେ ପ୍ରସ୍ତାବ ଆସୁଛି, କିନ୍ତୁ ଆଜି ବି ମୁଁ ବିଜେଡିରେ ଅଛି । ମୁଁ ନିଷ୍ପତ୍ତି ନେଇଛି, ୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବିନି । କାହିଁକି ମୋ ଟିକେଟ କଟିଲା ମୁଁ କହିପାରିବିନି କହିଲେ ଅମର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking