28.1 C
Bhubaneswar
Saturday, April 27, 2024
Homeଓଡିଶାୱିମେନ୍ ଅଫ୍ ସବ୍ ଷ୍ଟାନ୍ସ’ ଟାଇଟଲ୍ ଜିତିଲେ କଲେ ସୋଆ ଫ୍ୟାକଲ୍ଟି

ୱିମେନ୍ ଅଫ୍ ସବ୍ ଷ୍ଟାନ୍ସ’ ଟାଇଟଲ୍ ଜିତିଲେ କଲେ ସୋଆ ଫ୍ୟାକଲ୍ଟି

ଭୁବନେଶ୍ୱର: ସୋଆର ଫ୍ୟାକଲ୍ଟି ଶ୍ରୀମତି ମନୀଷା ପ୍ରହରାଜ ‘ୱିମେନ୍ ଅଫ୍ ସବ୍ଷ୍ଟାନ୍ସ’ କ୍ରାଉନ୍ରେ ଭୂଷିତ । ମୁମ୍ବାଇ ଠାରେ ନିକଟରେ ଅନୁଷ୍ଠିତ ‘ଇଣ୍ଟରନ୍ୟାସ୍ନାଲ୍ ଗ୍ଲାମ୍ ଆଇକନ୍ ୨୦୨୨’ ପ୍ରତିଯୋଗିତାରେ ଶିକ୍ଷା ଓ ଅନୁସନ୍ଧାନ ର ଫ୍ୟାକଲ୍ଟି ଶ୍ରୀମତି ମନୀଷା ପ୍ରହରାଜ ‘ୱିମେନ୍ ଅଫ୍ ସବ୍ଷ୍ଟାନ୍ସ’ କ୍ରାଉନ୍ରେ ଭୂଷିତ ହୋଇଛନ୍ତି । ସମ୍ ନର୍ସିଂ କଲେଜର ଆସିଷ୍ଟାଂଟ ପ୍ରଫେସର ଶ୍ରୀମତି ପ୍ରହରାଜ ମୁମ୍ବାଇ ଠାରେ ଗତ ମେ ୮ ତାରିଖରୁ ୧୦ ତାରିଖ ପର‌୍ୟ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଫାଇନାଲ୍ ରାଉଣ୍ଡ ପୂର୍ବରୁ ଟ୍ୟାଲେଣ୍ଟ ରାଉଣ୍ଡ, ଫଟୋସୁଟ୍ ଏବଂ ଗ୍ରୁମିଂ ସେସନ୍ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ସମେତ ଅନ୍ୟ ଦେଶରୁ ପ୍ରାୟ ୫୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking