31.1 C
Bhubaneswar
Tuesday, April 30, 2024
Homeଓଡିଶାଶ୍ରୀମନ୍ଦିରରେ ମହିଳା କର୍ମଚାରୀଙ୍କୁ ଆକ୍ରମଣ କଲେ ସେବାୟତ

ଶ୍ରୀମନ୍ଦିରରେ ମହିଳା କର୍ମଚାରୀଙ୍କୁ ଆକ୍ରମଣ କଲେ ସେବାୟତ

ପୁରୀ : ଶ୍ରୀମନ୍ଦିରରେ ମହିଳା କର୍ମଚାରୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଣିଥିବା ମହିଳା ହେଉଛନ୍ତି ଏଏସଆଇର କର୍ମଚାରୀ । ସେବାୟତ ମହିଳା କର୍ମଚାରୀଙ୍କୁ ଆକ୍ରମଣ କରିଥିବାରୁ ମହିଳା ଜଣକ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ,ଶ୍ରୀମନ୍ଦିର ଭିତରେ ମହିଳା କର୍ମଚାରୀଙ୍କ ଗାଲକୁ ଚାପୁଡ଼ା ମାରିବା ସହ ତାଙ୍କୁ ଅସ୍ରାବ୍ୟ ଭାଷାରେ ଗାଳିଗୁଲଜ କରାଯାଇଛି । ଯାହାକୁ ନେଇ ଅଭିଯୋଗ କରାଯାଇଛି । ଶ୍ରୀମନ୍ଦିରରେ ଭିଡ ମଧ୍ୟରେ ଦୁର୍ବୁତ୍ତ ଜଣକ ମହିଳା କର୍ମଚାରୀଙ୍କ ସହ ଏଭଳି ଅସଭ୍ୟ ବ୍ୟବହାର କରିଥିଲେ । ଏ ନେଇ ସିଂହଦ୍ଵାର ଥାନାରେ ସମ୍ପୃକ୍ତ ମହିଳା କର୍ମଚାରୀ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking