40.1 C
Bhubaneswar
Tuesday, April 30, 2024
Homeଓଡିଶାବନ୍ଦୀଙ୍କୁ ପିଟି ପିଟି ମାରିଦେଲେ !

ବନ୍ଦୀଙ୍କୁ ପିଟି ପିଟି ମାରିଦେଲେ !

ଫୁଲବାଣୀ : ଫୁଲବାଣୀ ଜେଲ୍‌ର ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ଫିରିଙ୍ଗିଆ ଥାନା ଡିମିରିଗୁଡା ଗାଁର ଅଭିରାମ ଦିଗଲ । ଗଞ୍ଜେଇ ମାମଲାରେ ୱାରେଣ୍ଟ ଥିଲା, ଆତ୍ମସମର୍ପଣ କରି ଜେଲ ଯାଇଥିଲେ । ଜେଲରୁ ଆଜି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ସେଠାରେ ମୃତ୍ୟୁ । ପିଟିପିଟି ମାରି ଦେଇଥିବା ପରିବାର ଅଭିଯୋଗ, ତଦନ୍ତ ହେବ କହିଲେ ଏସଡିପିଓ ।

ଯୁବକଙ୍କ ମୃତଦେହ ଉଦ୍ଧାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking