ଯୁବକଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ : ଟିଟିଲାଗଡ ନିକଟ ଜଗୁଆ ଗାଁର ନିର୍ମାଣାଧୀନ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏଥିସହ ଏକ କଳା ରଙ୍ଗର ପଲସର ବାଇକ ପୋଲ ତଳେ ଚାପି ହୋଇ ରହିଥିଲାବେଳେ ପାଖରେ ଯୁବକଙ୍କ ମୃତଦେହ ପଡିଥିଲା । ତେବେ ଯୁବକଙ୍କ ପରିଚୟ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି । ତେବେ ଯୁବକଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା … Continue reading ଯୁବକଙ୍କ ମୃତଦେହ ଉଦ୍ଧାର