33.1 C
Bhubaneswar
Tuesday, April 30, 2024
Homeଓଡିଶାଯୁବକଙ୍କ ମୃତଦେହ ଉଦ୍ଧାର

ଯୁବକଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ : ଟିଟିଲାଗଡ ନିକଟ ଜଗୁଆ ଗାଁର ନିର୍ମାଣାଧୀନ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏଥିସହ ଏକ କଳା ରଙ୍ଗର ପଲସର ବାଇକ ପୋଲ ତଳେ ଚାପି ହୋଇ ରହିଥିଲାବେଳେ ପାଖରେ ଯୁବକଙ୍କ ମୃତଦେହ ପଡିଥିଲା । ତେବେ ଯୁବକଙ୍କ ପରିଚୟ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି । ତେବେ ଯୁବକଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking