32.1 C
Bhubaneswar
Friday, May 17, 2024
Homeଓଡିଶାଧରାପଡ଼ିଲେ ନକଲି ପୋଲିସ

ଧରାପଡ଼ିଲେ ନକଲି ପୋଲିସ

କଟକ : ଧରାପଡ଼ିଲେ ନକଲି ପୋଲିସ । କଟକରେ ପୁଲିସ ପରିଚୟ ଦେଇ ଲୁଟ୍ କରୁଥିବା ୩ ଜଣଙ୍କୁ ସୋମବାର ଗିରଫ କରାଯାଇଛି। ବାଦାମବାଡି ଅଞ୍ଚଳରେ ପୁଲିସ ପରିଚୟ ଦେଇ ଲୁଟ୍ କରୁଥିଲେ। ୩ ଜଣ ନକଲି ପୁଲିସଙ୍କୁ କମିଶନରେଟ ପୁଲିସ ଗିରଫ କରିଛି। ଗିରଫ ୩ ଜଣଙ୍କ ମଧ୍ୟରୁ ୨ ଜଣ ମହାରାଷ୍ଟ୍ର ଓ ଜଣେ ମଧ୍ୟପ୍ରଦେଶର ହୋଇଥିବା ନେଇ ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking