28.1 C
Bhubaneswar
Saturday, April 27, 2024
Homeଓଡିଶାରାଜଧାନୀରେ ୮ଘଣ୍ଟା ବିଦ୍ୟୁତ କାଟିବ ସେସୁ

ରାଜଧାନୀରେ ୮ଘଣ୍ଟା ବିଦ୍ୟୁତ କାଟିବ ସେସୁ

ଭୁବନେଶ୍ୱର : ଗୁରୁବାର ରାଜଧାନୀରେ ଦୀର୍ଘ ଆଠ ଘଣ୍ଟା ବିଦ୍ୟୁତ ସେବା ବନ୍ଦ ରଖିବ ସେସୁ । ରାଜଧାନୀର ଦୁଇଟି ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଏହି ବିଦ୍ୟୁତ ସେବା ବନ୍ଦ କରାଯିବ । ଭୁବନେଶ୍ୱରର ଗଙ୍ଗୁଆ ଛକ, ଗଡ଼ ମହାବୀର ରୋଡ଼, ଭୂଆସୁଣୀ ମନ୍ଦିର ଅଞ୍ଚଳରେ ସକାଳ ୧୦ ରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ । ସେହିପରି ଚିନ୍ତାମଣିଶ୍ୱର, କଟକ ରୋଡ଼, କଳ୍ପନା, ବିଶ୍ୱନାଥନଗର, ବିଜେବି ନଗର, ବଡ଼ଗଡ଼ ମୁଖ୍ୟ ରାସ୍ତା ଅଞ୍ଚଳରେ ସକାଳ ୯ ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ କରାଯିବ। ରାଜଧାନୀର କିଛି ଅଞ୍ଚଳରେ ବିଦ୍ୟୁତ କାର୍ଯ୍ୟକୁ ନେଇ ଏହି ନିଷ୍ପତି ନିଆଯାଇଛି । ଏ ନେଇ ସେସୁ ପକ୍ଷରୁ ଏକ ସୂଚନାପତ୍ର ଜାରି କରାଯାଇଛି ।
https://onakhabar.com/2020/03/04/gun-firing-at-bhubaneswar-resturant/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking