24.1 C
Bhubaneswar
Thursday, May 9, 2024
Homeଓଡିଶାବଲାଙ୍ଗୀର ରେ ସିରିଜ୍ ଦୁର୍ଘଟଣା

ବଲାଙ୍ଗୀର ରେ ସିରିଜ୍ ଦୁର୍ଘଟଣା

ବଲାଙ୍ଗୀର : ଆରଟିଓ ଅଫିସ ଛକ ନିକଟରେ ସିରିଜ ଦୁର୍ଘଟଣା ।ଟ୍ରକ, ମିନିଟ୍ରକ ଓ ବାଇକ ମଧ୍ୟରେ ଧକ୍କା । ଜଣେ ମୃତ ୨ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ରେ ୨ ଗୁରୁତର ଙ୍କୁ ବଲାଙ୍ଗୀର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଆରଟିଓ ଅଫିସ ଛକ ନିକଟରେ ଗାଇକୁ ବଂଚାଇବାକୁ ଯାଇ ଦୁର୍ଘଟଣା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking