26.1 C
Bhubaneswar
Friday, March 29, 2024
Homeଓଡିଶାସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ :ନରସିଂହ

ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ :ନରସିଂହ

ଭୁବନେଶ୍ୱର : ବିଶ୍ୱ ବିଦ୍ୟାଳୟ ସଂଶୋଧନ ଆଇନ ସୁପ୍ରିମକୋର୍ଟରେ ସ୍ଥଗିତ ପ୍ରସଙ୍ଗ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଙ୍କ ପ୍ରତିକ୍ରିୟା । ସୁପ୍ରିମକୋର୍ଟ ଙ୍କ ସ୍ଥଗିତ ରାୟ ସ୍ୱାଗତେଯାଗ୍ୟ କହିଲେ ନରସିଂହ । ଏହି ଆଇନ କୁ ବିଧାନସଭାରେ ବିରୋଧ କରାଯାଇଥିଲା । ଏହା ଦ୍ୱାରା ବିଶ୍ୱ ବିଦ୍ୟାଳୟର ଅଟୋନୋମି ନଷ୍ଟ ହେଉଛି ବୋଲି କହିଛନ୍ତି ନରସିଂହ । ଆଇନ ବିଭାଗର ଆପତ୍ତି ସତ୍ତ୍ୱେ ବିଧାନ ସଭାରେ ବିଲ୍ ଜବରଦସ୍ତ ପାସ କରାଇଥିଲେ । କାଗଜ କଲମ କିଣିଲେ ବି ସରକାରଙ୍କ ଅନୁମତି : ତେଣୁ ବିରୋଧ କରିଥିଲୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking