38.1 C
Bhubaneswar
Friday, April 26, 2024
Homeଓଡିଶା୨ ସହକର୍ମୀଙ୍କୁ ଜେଲ ୱାର୍ଡରଙ୍କ ଆକ୍ରମଣ

୨ ସହକର୍ମୀଙ୍କୁ ଜେଲ ୱାର୍ଡରଙ୍କ ଆକ୍ରମଣ

ସମ୍ବଲପୁର : ସମ୍ବଲପୁର ସର୍କଲ ଜେଲରେ ସହକର୍ମୀଙ୍କୁ ଜେଲ ୱାର୍ଡର ଆକ୍ରମଣ କରିଛନ୍ତି । ଜେଲ ୱାର୍ଡର ୨ ଜଣ ସହକର୍ମୀଙ୍କୁ ମାଡ଼ ମାରିଛନ୍ତି । ତେବେ ଜେଲ କର୍ତ୍ତୃପକ୍ଷ ଏହି ଘଟଣାରେ ଧନୁପାଲି ଥାନାରେ ଅଭିଯୋଗ କରିଛନ୍ତି । ମାମଲା ଦାୟର ହେବା ପରେ ପୋଲିସ ତଦନ୍ତ ଚଳାଇବା ସହ ଜେଲ ୱାର୍ଡର ଅଶୋକ ଥାଟିଙ୍କୁ ଅଟକ ରଖିଥିବା ଖବର ମିଳିଛି । ନିଶାସକ୍ତ ଅବସ୍ଥାରେ ଜେଲ ୱାର୍ଡର ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking