29.4 C
Bhubaneswar
Saturday, May 4, 2024
Homeଓଡିଶାବିଜୁ ଜନତା ଦଳ ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ବିଜୁ ଜନତା ଦଳ ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ବୌଦ୍ଧ : ବୌଦ୍ଧ ବ୍ଲକ ବାଉଁଶୁଣି ଠାରେ ବିଜୁ ଜନତା ଦଳ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜୋନ ନଂ ୪,୫ ଓ ୬ ବୌଦ୍ଧ ବ୍ଲକର ୧୨ଟି ପଞ୍ଚାୟତର ବିଜୁ ଜନତା ଦଳର କର୍ମକର୍ତ୍ତା ଓ କର୍ମୀଙ୍କୁ ନେଇ ବାଉଁଶୁଣି ଆମ୍ବତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଧୂମୁଡୁ ଦନ୍ତା, ପ୍ରବୋଧ ରଥ, ଅନିଲ ମିଶ୍ରଙ୍କ ସହିତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking