28.1 C
Bhubaneswar
Sunday, April 28, 2024
Homeଓଡିଶାହୀରାକୁଦ ତଳ ଅଂଚଳକୁ ସତର୍କ ସୂଚନା

ହୀରାକୁଦ ତଳ ଅଂଚଳକୁ ସତର୍କ ସୂଚନା

ସମ୍ବଲପୁର : ମହାନଦୀ ଶଯ୍ୟା ହୀରାକୁଦ ତଳ ଅଂଚଳକୁ ସତର୍କ ସୂଚନା । ସତର୍କ କରାଇଲେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ହୀରାକୁଦ ଡ୍ୟାମର ୨୦ ଟି ଗେଟ ଖୋଲା ଯାଇଛି । ତଳ ଅଂଚଳକୁ ଜଳ ପ୍ରବାହ ତୀବ୍ର ରହିଛି । ସତର୍କ ରହିବା ପାଇଁ ଜିଲ୍ଲାପାଳ କହିଛନ୍ତି । ନଦୀ ତଳ ଅଂଚଳରେ ନଦୀକୁ ନ ଯିବାକୁ କହିଲେ ଜିଲ୍ଲାପାଳ । ଲୋକଙ୍କୁ ସତର୍କ କରିବାକୁ ମାଇକ ଯୋଗେ ପ୍ରଚାର ହୋଇଛି । ଆବଶ୍ୟକ ହେଲେ ସ୍ଥାନାନ୍ତରଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି ।

୧୩ ଜିଲ୍ଲାରେ ପ୍ରବଳ ବର୍ଷିବ !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking