33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଜେଇଇ ପେପର୍ ଲିକ୍ ମାମଲାରେ ରୁଷ୍ ନାଗରିକ ଗିରଫ

ଜେଇଇ ପେପର୍ ଲିକ୍ ମାମଲାରେ ରୁଷ୍ ନାଗରିକ ଗିରଫ

ନୂଆଦିଲ୍ଲୀ: ୨୦୨୧ ଜେଇଇ ମେନ୍ ପରୀକ୍ଷା ପେପର୍ ଲିକ୍ ମାମଲାରେ ଜଣେ ରୁଷ୍ ନାଗରିକଙ୍କୁ ଦିଲ୍ଲୀ ବିମାନ ବନ୍ଦରରୁ ଗିରଫ କରାଯାଇଛି । ଏବେ ସିବିଆଇ ତାଙ୍କୁ ଜେରା କରୁଛି ।

ପରୀକ୍ଷା ବେଳେ କଥିତ ରୂପେ ସେ ସଫ୍ଟଓୟାର୍‌ର ହ୍ୟାକିଂ କରିଥିବା ଅଭିଯୋଗ ରହିଛି । ମିଡିଆ ରିପୋର୍ଟ ଅନୁସାରେ ଗିରଫ ରୁଷ ନାଗରିକଙ୍କ ନାମ ମିଖାଇଲ୍ ଶେରଗିନ୍ । ସେ ୨୦୨୧ ଜେଇଇ ମେନ୍ ପରୀକ୍ଷା ଘୋଟାଲାର ମାଷ୍ଟର୍ ମାଇଣ୍ଡ୍ । ପରୀକ୍ଷା ବେଳେ ମିଖାଇଲ୍ ସନ୍ଦିଗ୍ଧ ପରୀକ୍ଷାର୍ଥୀଙ୍କ କମ୍ପ୍ୟୁଟର ସିଷ୍ଟମ୍ ହ୍ୟାକ୍ କରି ଅଭିଯୁକ୍ତଙ୍କ ସହୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking