28.1 C
Bhubaneswar
Saturday, April 27, 2024
Homeଓଡିଶାରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ : ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ : ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି

ରାଉରକେଲା : ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଦୁର୍ଘଟଣାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୪ ଜଣ ଗୁରୁତର କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ତେବେ ଆଜି ସକାଳେ ଆରଏସପିରେ ଏକ ଅଘଟଣ ଦେଖିବାକୁ ମିଳିଥିଲା । ଏଠାରେ ଗ୍ୟାସ ଲିକ ହୋଇ ୪ କର୍ମଚାରୀ ଗୁରୁତର ହୋଇପଡ଼ିଥିଲେ ଓ ଏଥିରେ ୧୦ ଜଣ ଅସୁସ୍ଥ ହୋଇଥିବା ବେଳେ ୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେଥିରୁ ପ୍ରଥମେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ଏବେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ଗଣେଷ ଚନ୍ଦ୍ର ପାହିଲ , ରବିନ୍ଦ୍ର ସାହୁ , ଅଭିମନ୍ୟୁ ସାହୁ ଏବଂ ବ୍ରହ୍ମାନନ୍ଦନ ପଣ୍ଡା ।

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ : ୨ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking