26.1 C
Bhubaneswar
Wednesday, May 8, 2024
Homeଓଡିଶା୨୦ ନମ୍ବର ଜାତୀୟ ରାଜପଥ ଆଲିହା ଛକ ନିକଟରେ ସଡ଼କ ଦୁର୍ଘଟଣା ; ଜଣେ...

୨୦ ନମ୍ବର ଜାତୀୟ ରାଜପଥ ଆଲିହା ଛକ ନିକଟରେ ସଡ଼କ ଦୁର୍ଘଟଣା ; ଜଣେ ମୁତ ଓ ଜଣେ ଆହତ

ଯାଜପୁର: ଆଜି କୋରାଇ ଥାନ ଅନ୍ତର୍ଗତ 20ନମ୍ବର ଜାତୀୟ ରାଜପଥ ଆଲିଆ ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଆହତ ହୋଇଛି । ମୁତ ବ୍ୟକ୍ତି ଙ୍କ ନାମ ବାବୁଲି ସାମଲ ସାନ୍ତରା ଗ୍ରାମର ବୋଲି ଜଣା ପଡିଛି । ଆହତ ବ୍ୟକ୍ତି ନାମ ନବୀନ ଯାଦବ ଘଟଣା ରୁ ପ୍ରକାଶ ଯେ ବାବୁଲି ନିଜ ଯୋଇଁକୁ ନବିନ ଯାଦବକୁ ଛାଡ଼ିବାକୁ ପାଣିକୋଇଲି ଯାଉଥିବା ବେଳେ ଅଲିହା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ଦୁର୍ଘଟଣା ଘଟିଥିଲା ଫଳରେ ବାବୁଲି ସାମଲ ଙ୍କ ର ଘଟଣା ସ୍ଥାନରେ ମୃତୁ ହୋଇଥିଲା ଓ 108 ମାଧ୍ୟମରେ ତାଙ୍କ ଜୋଇଁ ଙ୍କୁ ଯାଜପୁର ରୋଡ ମେଡିକାଲ୍ କୁ ଅଣାଯାଇଥିଲା ଡାକ୍ତର ପ୍ରାଥମିକ ଚିକିତ୍ସା ପରେ 108 ମାଧ୍ୟମରେ କଟକ ମେଡିକାଲ କୁ ସ୍ଥାନାନ୍ତରିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking