28.1 C
Bhubaneswar
Saturday, April 27, 2024
Homeଓଡିଶାଟ୍ରକକୁ ପିଟିଲା ବାଇକ : ୩ ମୃତ

ଟ୍ରକକୁ ପିଟିଲା ବାଇକ : ୩ ମୃତ

ସୁନ୍ଦରଗଡ଼: ଟ୍ରକ ପଛକୁ ପିଟିଲା ବାଇକ ୩ ମୃତ । ଘଟଣାଟି ଘଟିଛି ସୁନ୍ଦରଗଡ ଜିଲ୍ଲା ଼ ତଳସରା ଥାନା କୁହ୍ଲିଆଜରେ । ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ, ଗୁରୁବାର ତିନିସାଙ୍ଗ ଏକ ଭୋଜି ଖାଇବାକୁ ଯାଇଥିଲେ । ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକରେ ଆସି ପିଟି ହୋଇଥିଲେ । ଘଟଣାସ୍ଥଳରେ ତିନିସାଙ୍ଗଙ୍କର ଜୀବନ ଚାଲିଯାଇଥିଲା । ଆଜି ଘଟଣାସ୍ଥଳରେ ପୁଲିସ ପହଂଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରୁଛି । ଏନେଇ ପରିବାରେ ଶୋକର ଛାୟା ଖେଳିଯାଇଛ ।
https://onakhabar.com/2019/12/12/2girl-child-dead/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking