33.1 C
Bhubaneswar
Wednesday, April 24, 2024
Homeଅପରାଧଯୁବକଙ୍କୁ ବିଭତ୍ସ ହତ୍ୟା : ଆଖି ଫୁଟାଇବା ସହ ଗୁପ୍ତାଙ୍ଗ କାଟିଦେଲେ ଦୁର୍ବୃତ

ଯୁବକଙ୍କୁ ବିଭତ୍ସ ହତ୍ୟା : ଆଖି ଫୁଟାଇବା ସହ ଗୁପ୍ତାଙ୍ଗ କାଟିଦେଲେ ଦୁର୍ବୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ନିତ୍ୟାନନ୍ଦପୁରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯୁବକଙ୍କୁ ହତ୍ୟା କରିବା ପରେ ଆଖି ଫୁଟାଇବା ସହ ଗୁପ୍ତାଙ୍ଗ କାଟି ଦେଲେ ଦୁର୍ବୃତ୍ତ । ତାଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ବେହେରା ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, , ସ୍ଥାନୀୟ ଷ୍ଟୋନ କ୍ରସରରେ ଶ୍ରମିକ ଭାବେ କାମ କରୁଥିଲେ ପୂର୍ଣ୍ଣଚନ୍ଦ୍ର । ଯୁବକ ପୂର୍ଣଚନ୍ଦ୍ରଙ୍କୁ ବାହାରେ ହତ୍ୟା କରି ଘରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି ।ହତ୍ୟା ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରୁଛି ।
https://onakhabar.com/2019/12/13/road-accident-3-dead-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking