28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକରୋନା ପାଇଁ ସହାୟତା ଘୋଷଣା କଲା ଆରବିଆଇ

କରୋନା ପାଇଁ ସହାୟତା ଘୋଷଣା କଲା ଆରବିଆଇ

ନୂଆଦିଲ୍ଲୀ : ଦେଶରେ କରୋନା ଭୟଙ୍କର ଭାବେ ବଢ଼ି ଚାଲିଛି । ବିଭିନ୍ନ ରାଜ୍ୟରେ ଲକଡାଉନ, ସଟଡାଉନ, କର୍ଫ୍ୟୁ ଭଳି କଟକଣା ଲାଗୁ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ତେବେ କରୋନା ସ୍ଥିତି ନେଇ ଆଜି ରିଜର୍ଭର ବ୍ୟାଙ୍କ ଗଭର୍ଣ୍ଣ ଶକ୍ତିକାନ୍ତ ଦାଶ ଆଜି ପ୍ରେସ୍ କନଫରେନ୍ସରେ ଏନେଇ ସୂଚନା ଦେଇଛନ୍ତି । ଶ୍ରୀ ଦାସ ଦେଶରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ୫୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଶ୍ରୀ ଦାସ କହିଛନ୍ତି ଯେ, ଦେଶର କୋଭିଡ୍ ସ୍ଥିତି ଉପରେ ଆରବିଆଇ ନଜର ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking